ଦାବି (Claim)

କିଛି ସତ୍ୟ ବୋଲି କିମ୍ବା କିଛି କାହାର ବୋଲି କରାଯାଇଥିବା ଉକ୍ତି। ଦାବି ବାସ୍ତବତା ଓ ତର୍କ ସହିତ ମେଳ ନ ଖାଇବା ପର୍ଯ୍ୟନ୍ତ ସତ୍ୟ ନୁହେଁ।