ସଚେତନତା (Awareness)
ମନ ଦ୍ୱାରା କୌଣସି ବିଷୟକୁ ଚିହ୍ନିବା କିମ୍ବା ଠାବ କରିବା — ଭିତରର (ଚିନ୍ତା, ଅନୁଭୂତି) କିମ୍ବା ବାହାରର (ବସ୍ତୁ, ଘଟଣା)। ସଚେତନତା ହେଉଛି ଏପରି କୌଣସି ବିଷୟ ପ୍ରତି ମନୋଯୋଗୀ ରହିବା, ଯାହାକୁ ମନ ଉପସ୍ଥାପନ କରିପାରେ।